or_tn/rev/19/09.md

1.0 KiB

General Information:

ଜଣେ ଦୂତ ଯୋହନଙ୍କୁ କହିବା ଆରମ୍ଭ କରୁଛନ୍ତି I ଏହା ହୁଏତ ସେହି ଦୂତ, ଯେ କି ପ୍ରକାଶିତ ବାକ୍ୟ ୧୭:୧ରେ ଯୋହନଙ୍କୁ କହିବା ଆରମ୍ଭ କରିଥିଲା I

those who are invited

ତୁମେ ଏହାକୁ କର୍ତ୍ତୃବାଚ୍ୟରେ କହିପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଯେଉଁ ଲୋକମାନଙ୍କୁ ନିମନ୍ତ୍ରଣ କରନ୍ତି” (ଦେଖ: rc://*/ta/man/translate/figs-activepassive)

the wedding feast of the Lamb

ଏଠାରେ ଦୂତ ଯୀଶୁ ଓ ତାହାଙ୍କର ଲୋକମାନେ ଅନନ୍ତକାଳ ନିମନ୍ତେ ଏକତ୍ର ହେବା ବିଷୟରେ କହନ୍ତି ଯେପରି ଏହା ଏକ ବିବାହ ଭୋଜ I (ଦେଖ: rc://*/ta/man/translate/figs-metaphor)