or_tn/rev/19/09.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଜଣେ ଦୂତ ଯୋହନଙ୍କୁ କହିବା ଆରମ୍ଭ କରୁଛନ୍ତି I ଏହା ହୁଏତ ସେହି ଦୂତ, ଯେ କି [ପ୍ରକାଶିତ ବାକ୍ୟ ୧୭:୧](../17/01.md)ରେ ଯୋହନଙ୍କୁ କହିବା ଆରମ୍ଭ କରିଥିଲା I
# those who are invited
ତୁମେ ଏହାକୁ କର୍ତ୍ତୃବାଚ୍ୟରେ କହିପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଯେଉଁ ଲୋକମାନଙ୍କୁ ନିମନ୍ତ୍ରଣ କରନ୍ତି” (ଦେଖ: [[rc://*/ta/man/translate/figs-activepassive]])
# the wedding feast of the Lamb
ଏଠାରେ ଦୂତ ଯୀଶୁ ଓ ତାହାଙ୍କର ଲୋକମାନେ ଅନନ୍ତକାଳ ନିମନ୍ତେ ଏକତ୍ର ହେବା ବିଷୟରେ କହନ୍ତି ଯେପରି ଏହା ଏକ ବିବାହ ଭୋଜ I (ଦେଖ: [[rc://*/ta/man/translate/figs-metaphor]])