or_tn/rev/19/03.md

958 B

They spoke

ଏଠାରେ “ସେମାନେ” ସ୍ବର୍ଗର ମହାଜନତାକୁ ବୁଝାଏ I

Hallelujah

ଏହି ଶବ୍ଦର ଅର୍ଥ “ଈଶ୍ବରଙ୍କ ପ୍ରଶଂସା କର” କିମ୍ବା “ଆସୁ, ଆମ୍ଭେମାନେ ଈଶ୍ବରଙ୍କର ପ୍ରଶଂସା କରୁ I” ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୯:୧ରେ ଅନୁବାଦ କରିଅଛ I

smoke rises from her

“ତାହାର” ଶବ୍ଦ ବାବିଲ ନଗରୀକୁ ବୁଝାଏ, ଯାହାର ବିଷୟରେ କୁହାଯାଏ ଯେପରି ସେ ଜଣେ ବେଶ୍ୟା ଥିଲା I ନଗରକୁ ବିନାଶର ଦାହରୁ ଉଠୁଥିବା ଧୂମ I ଅନ୍ୟଏକ ଅନୁବାଦରେ: “ସେହି ନଗରୀରୁ ଧୂମ ଉଠୁଛି”