or_tn/rev/19/03.md

12 lines
958 B
Markdown

# They spoke
ଏଠାରେ “ସେମାନେ” ସ୍ବର୍ଗର ମହାଜନତାକୁ ବୁଝାଏ I
# Hallelujah
ଏହି ଶବ୍ଦର ଅର୍ଥ “ଈଶ୍ବରଙ୍କ ପ୍ରଶଂସା କର” କିମ୍ବା “ଆସୁ, ଆମ୍ଭେମାନେ ଈଶ୍ବରଙ୍କର ପ୍ରଶଂସା କରୁ I” ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୯:୧](../19/01.md)ରେ ଅନୁବାଦ କରିଅଛ I
# smoke rises from her
“ତାହାର” ଶବ୍ଦ ବାବିଲ ନଗରୀକୁ ବୁଝାଏ, ଯାହାର ବିଷୟରେ କୁହାଯାଏ ଯେପରି ସେ ଜଣେ ବେଶ୍ୟା ଥିଲା I ନଗରକୁ ବିନାଶର ଦାହରୁ ଉଠୁଥିବା ଧୂମ I ଅନ୍ୟଏକ ଅନୁବାଦରେ: “ସେହି ନଗରୀରୁ ଧୂମ ଉଠୁଛି”