or_tn/rev/19/01.md

712 B

General Information:

ଏହା ଯୋହନଙ୍କ ଦର୍ଶନର ପରବର୍ତ୍ତୀ ଅଂଶ ଅଟେ I ଏଠାରେ ସେ ମହାବେଶ୍ୟା ରୂପ ମହାନଗରୀ ବାବିଲର ପତନ ସକାଶେ ସ୍ବର୍ଗରେ ଆନନ୍ଦ ହେଉଥିବା ବିଷୟକୁ ବର୍ଣ୍ଣନା କରୁଛନ୍ତି I

I heard

ଏଠାରେ “ମୁଁ” ଯୋହନଙ୍କୁ ବୁଝାଏ I

Hallelujah

ଏହି ଶବ୍ଦର ଅର୍ଥ “ଈଶ୍ବରଙ୍କର ପ୍ରଶଂସା କର” କିମ୍ବା “ଆସୁ, ଆମ୍ଭେମାନେ ଈଶ୍ବରଙ୍କ ପ୍ରଶଂସା କରୁ”