or_tn/rev/17/18.md

755 B

Connecting Statement:

ଦୂତ ଯୋହନଙ୍କୁ ବେଶ୍ୟା ଓ ପଶୁ ବିଷୟରେ କଥା କହିବା ଶେଷ କରୁଛନ୍ତି I

is

ଏଠାରେ “ବୁଝାଏ”ର ଅର୍ଥ “ନିଦର୍ଶନ” (ଦେଖ: rc://*/ta/man/translate/figs-metaphor)

the great city that rules

ଯେତେବେଳେ ଏହା କହେ ଯେ ନଗରୀ ରାଜତ୍ବ କରୁଛି, ଏହାର ଅର୍ଥ ଯେ ନଗରୀର ଅଧିପତି ରାଜତ୍ବ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ରାଜତ୍ବ କରୁଥିବା ମହାନଗରୀର ଅଧିପତି” (ଦେଖ: rc://*/ta/man/translate/figs-metonymy)