# Connecting Statement: ଦୂତ ଯୋହନଙ୍କୁ ବେଶ୍ୟା ଓ ପଶୁ ବିଷୟରେ କଥା କହିବା ଶେଷ କରୁଛନ୍ତି I # is ଏଠାରେ “ବୁଝାଏ”ର ଅର୍ଥ “ନିଦର୍ଶନ” (ଦେଖ: [[rc://*/ta/man/translate/figs-metaphor]]) # the great city that rules ଯେତେବେଳେ ଏହା କହେ ଯେ ନଗରୀ ରାଜତ୍ବ କରୁଛି, ଏହାର ଅର୍ଥ ଯେ ନଗରୀର ଅଧିପତି ରାଜତ୍ବ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ରାଜତ୍ବ କରୁଥିବା ମହାନଗରୀର ଅଧିପତି” (ଦେଖ: [[rc://*/ta/man/translate/figs-metonymy]])