or_tn/rev/17/18.md

12 lines
755 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଦୂତ ଯୋହନଙ୍କୁ ବେଶ୍ୟା ଓ ପଶୁ ବିଷୟରେ କଥା କହିବା ଶେଷ କରୁଛନ୍ତି I
# is
ଏଠାରେ “ବୁଝାଏ”ର ଅର୍ଥ “ନିଦର୍ଶନ” (ଦେଖ: [[rc://*/ta/man/translate/figs-metaphor]])
# the great city that rules
ଯେତେବେଳେ ଏହା କହେ ଯେ ନଗରୀ ରାଜତ୍ବ କରୁଛି, ଏହାର ଅର୍ଥ ଯେ ନଗରୀର ଅଧିପତି ରାଜତ୍ବ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ରାଜତ୍ବ କରୁଥିବା ମହାନଗରୀର ଅଧିପତି” (ଦେଖ: [[rc://*/ta/man/translate/figs-metonymy]])