or_tn/rev/17/08.md

1.8 KiB
Raw Permalink Blame History

the bottomless pit

ଏହା ଏକ ଅତି ଗଭୀର ଓ ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତ କାଳ ନିମନ୍ତେ ତଳକୁ ତଳକୁ ଯାଉଥାଏ କିମ୍ବା ) ଗର୍ତ୍ତ ଏତେ ଗଭୀର ଯେପରି ଏହାର ତଳ ବୋଲି କିଛି ନାହିଁ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୯:୧ରେ ଅନୁବାଦ କରିଅଛ I

Then it will go on to destruction

ବିଶେଷ୍ୟ ପଦ “ବିନାଶ” ଏକ କ୍ରିୟା ସହିତ ଅନୁବାଦ କରାଯାଇ ପାରିବ I ତତ୍ପରେ ତାହାର ବିନାଶ ହେବ” କିମ୍ବା “ତତ୍ପରେ ଈଶ୍ବର ତାହାର ବିନାଶ କରିବେ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-activepassive]])

it will go on to destruction

ଭବିଷ୍ୟତରେ କ’ଣ ଘଟିବ, ତହିଁର ନିଶ୍ଚୟତା ବିଷୟରେ କୁହା ଯାଇଛି ଯେପରି ପଶୁ ତାହା କରିବାକୁ ଯାଉଛି” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metaphor]])

those whose names have not been written

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କ ନାମ ଈଶ୍ବର ଲେଖି ନଥିଲେ” (ଦେଖ: rc://*/ta/man/translate/figs-activepassive)