or_tn/rev/17/08.md

16 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# the bottomless pit
ଏହା ଏକ ଅତି ଗଭୀର ଓ ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତ କାଳ ନିମନ୍ତେ ତଳକୁ ତଳକୁ ଯାଉଥାଏ କିମ୍ବା ) ଗର୍ତ୍ତ ଏତେ ଗଭୀର ଯେପରି ଏହାର ତଳ ବୋଲି କିଛି ନାହିଁ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୯:୧](../09/01.md)ରେ ଅନୁବାଦ କରିଅଛ I
# Then it will go on to destruction
ବିଶେଷ୍ୟ ପଦ “ବିନାଶ” ଏକ କ୍ରିୟା ସହିତ ଅନୁବାଦ କରାଯାଇ ପାରିବ I ତତ୍ପରେ ତାହାର ବିନାଶ ହେବ” କିମ୍ବା “ତତ୍ପରେ ଈଶ୍ବର ତାହାର ବିନାଶ କରିବେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-activepassive]])
# it will go on to destruction
ଭବିଷ୍ୟତରେ କ’ଣ ଘଟିବ, ତହିଁର ନିଶ୍ଚୟତା ବିଷୟରେ କୁହା ଯାଇଛି ଯେପରି ପଶୁ ତାହା କରିବାକୁ ଯାଉଛି” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metaphor]])
# those whose names have not been written
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କ ନାମ ଈଶ୍ବର ଲେଖି ନଥିଲେ” (ଦେଖ: [[rc://*/ta/man/translate/figs-activepassive]])