or_tn/rev/17/05.md

816 B

On her forehead was written a name

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ତାହାର କପାଳରେ ଏକ ନାମ ଲେଖିଥିଲେ” (ଦେଖ: rc://*/ta/man/translate/translate-unknown)

Babylon the great

ଯଦି ଉକ୍ତ ନାମ ସେହି ସ୍ତ୍ରୀଲୋକକୁ ଦର୍ଶାଇବା ସଦୃଶ ସ୍ପଷ୍ଟ କରିବାର ପ୍ରୟୋଜନ ହୁଏ, ଏହାକୁ ଗୋଟିଏ ବାକ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଶକ୍ତିଶାଳୀ ବାବିଲ” (ଦେଖ: rc://*/ta/man/translate/figs-activepassive)