# On her forehead was written a name ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ତାହାର କପାଳରେ ଏକ ନାମ ଲେଖିଥିଲେ” (ଦେଖ: [[rc://*/ta/man/translate/translate-unknown]]) # Babylon the great ଯଦି ଉକ୍ତ ନାମ ସେହି ସ୍ତ୍ରୀଲୋକକୁ ଦର୍ଶାଇବା ସଦୃଶ ସ୍ପଷ୍ଟ କରିବାର ପ୍ରୟୋଜନ ହୁଏ, ଏହାକୁ ଗୋଟିଏ ବାକ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଶକ୍ତିଶାଳୀ ବାବିଲ” (ଦେଖ: [[rc://*/ta/man/translate/figs-activepassive]])