or_tn/rev/17/05.md

8 lines
816 B
Markdown
Raw Permalink Normal View History

2020-11-19 00:15:53 +00:00
# On her forehead was written a name
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ତାହାର କପାଳରେ ଏକ ନାମ ଲେଖିଥିଲେ” (ଦେଖ: [[rc://*/ta/man/translate/translate-unknown]])
# Babylon the great
ଯଦି ଉକ୍ତ ନାମ ସେହି ସ୍ତ୍ରୀଲୋକକୁ ଦର୍ଶାଇବା ସଦୃଶ ସ୍ପଷ୍ଟ କରିବାର ପ୍ରୟୋଜନ ହୁଏ, ଏହାକୁ ଗୋଟିଏ ବାକ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଶକ୍ତିଶାଳୀ ବାବିଲ” (ଦେଖ: [[rc://*/ta/man/translate/figs-activepassive]])