or_tn/rev/16/18.md

950 B

flashes of lightning

ପ୍ରତ୍ୟେକ ଥର ଉଲ୍ଲେଖ ହେଉଥିବା ସମୟରେ ବିଜୁଳି କିପରି ଦୃଶ୍ବମାନ ହୁଏ, ତାହା ବର୍ଣ୍ଣନା କରିବା ନିମନ୍ତେ ତୁମ ଭାଷାର ଶୈଳୀକୁ ବ୍ୟବହାର କର I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୫ରେ ଅନୁବାଦ କରିଅଛ I

rumbles, crashes of thunder

ଏହି ପ୍ରକାର ମହାଶବ୍ଦ ମେଘଗର୍ଜନ କରିଥାଏ I ମେଘଗର୍ଜନର ଶବ୍ଦ ବୁଝାଇବା ନିମନ୍ତେ ତୁମ ଭାଷାର ଶୈଳୀକୁ ବ୍ୟବହାର କର I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୫ରେ ଅନୁବାଦ କରିଅଛ I