# flashes of lightning ପ୍ରତ୍ୟେକ ଥର ଉଲ୍ଲେଖ ହେଉଥିବା ସମୟରେ ବିଜୁଳି କିପରି ଦୃଶ୍ବମାନ ହୁଏ, ତାହା ବର୍ଣ୍ଣନା କରିବା ନିମନ୍ତେ ତୁମ ଭାଷାର ଶୈଳୀକୁ ବ୍ୟବହାର କର I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୫](../04/05.md)ରେ ଅନୁବାଦ କରିଅଛ I # rumbles, crashes of thunder ଏହି ପ୍ରକାର ମହାଶବ୍ଦ ମେଘଗର୍ଜନ କରିଥାଏ I ମେଘଗର୍ଜନର ଶବ୍ଦ ବୁଝାଇବା ନିମନ୍ତେ ତୁମ ଭାଷାର ଶୈଳୀକୁ ବ୍ୟବହାର କର I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୫](../04/05.md)ରେ ଅନୁବାଦ କରିଅଛ I