or_tn/rev/16/17.md

1.2 KiB
Raw Permalink Blame History

Connecting Statement:

ସପ୍ତମ ଦୂତ ଈଶ୍ବରଙ୍କ କ୍ରୋଧର ସପ୍ତମ ପାତ୍ର ଢାଳୁଛନ୍ତି I

poured out his bowl

“ପାତ୍ର” ଶବ୍ଦ ପାତ୍ରରେ ଥିବା ବସ୍ତୁକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୬:ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଆପଣା ପାତ୍ରରୁ ଦ୍ରାକ୍ଷାରସ ଢାଳିଲେ” କିମ୍ବା “ଆପଣା ପାତ୍ରରୁ ଈଶ୍ବରଙ୍କ କ୍ରୋଧ ଢାଳିଲେ” (ଦେଖ: rc://*/ta/man/translate/figs-metonymy)

Then a loud voice came out of the temple and from the throne

ଏହାର ଅର୍ଥ ଯେ ସିଂହାସନରେ ବସିଥିବା କିମ୍ବା ସିଂହାସନ ନିକଟରେ ଠିଆ ହୋଇଥିବା କେହିଜଣେ ଉଚ୍ଚ ସ୍ବରରେ କହିଲେ I କିଏ କହୁଛନ୍ତି, ତାହା ଅସ୍ପଷ୍ଟ ଅଟେ I (ଦେଖ: rc://*/ta/man/translate/figs-metonymy)