or_tn/rev/16/17.md

12 lines
1.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Connecting Statement:
ସପ୍ତମ ଦୂତ ଈଶ୍ବରଙ୍କ କ୍ରୋଧର ସପ୍ତମ ପାତ୍ର ଢାଳୁଛନ୍ତି I
# poured out his bowl
“ପାତ୍ର” ଶବ୍ଦ ପାତ୍ରରେ ଥିବା ବସ୍ତୁକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୬:](../16/02.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଆପଣା ପାତ୍ରରୁ ଦ୍ରାକ୍ଷାରସ ଢାଳିଲେ” କିମ୍ବା “ଆପଣା ପାତ୍ରରୁ ଈଶ୍ବରଙ୍କ କ୍ରୋଧ ଢାଳିଲେ” (ଦେଖ: [[rc://*/ta/man/translate/figs-metonymy]])
# Then a loud voice came out of the temple and from the throne
ଏହାର ଅର୍ଥ ଯେ ସିଂହାସନରେ ବସିଥିବା କିମ୍ବା ସିଂହାସନ ନିକଟରେ ଠିଆ ହୋଇଥିବା କେହିଜଣେ ଉଚ୍ଚ ସ୍ବରରେ କହିଲେ I କିଏ କହୁଛନ୍ତି, ତାହା ଅସ୍ପଷ୍ଟ ଅଟେ I (ଦେଖ: [[rc://*/ta/man/translate/figs-metonymy]])