or_tn/rev/16/02.md

1.1 KiB

poured out his bowl

“ପାତ୍ର” ଶବ୍ଦ ପାତ୍ରରେ ଥିବା ବସ୍ତୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆପଣା ପାତ୍ରରୁ ଦ୍ରାକ୍ଷାରସ ଢାଳିଲେ” କିମ୍ବା “ଆପଣା ପାତ୍ରରୁ ଈଶ୍ବରଙ୍କ କ୍ରୋଧ ଢାଳିଲେ” (ଦେଖ: rc://*/ta/man/translate/figs-metonymy)

painful sores

କଷ୍ଟଦାୟକ ବିସ୍ଫୋଟକ I ଏଗୁଡିକ ଆରୋଗ୍ୟ ହୋଇ ନଥିବା ରୋଗ ବା କ୍ଷତରୁ ଘଟିଥିବା ସଂକ୍ରମଣ ହୋଇଥାଇ ପାରେ I

mark of the beast

ଏହା ଜଣାପଡୁଥିବା ଏକ ସଂକେତ ଥିଲା, ଯାହା ସୂଚାଇଦିଏ ଯେ ଯେଉଁମାନେ ତାହା ଭୋଗ କଲେ, ସେମାନେ ପଶୁକୁ ପ୍ରଣାମ କରିଥିଲେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୩:୭ରେ ଅନୁବାଦ କରିଅଛ I