or_tn/rev/16/02.md

12 lines
1.1 KiB
Markdown

# poured out his bowl
“ପାତ୍ର” ଶବ୍ଦ ପାତ୍ରରେ ଥିବା ବସ୍ତୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆପଣା ପାତ୍ରରୁ ଦ୍ରାକ୍ଷାରସ ଢାଳିଲେ” କିମ୍ବା “ଆପଣା ପାତ୍ରରୁ ଈଶ୍ବରଙ୍କ କ୍ରୋଧ ଢାଳିଲେ” (ଦେଖ: [[rc://*/ta/man/translate/figs-metonymy]])
# painful sores
କଷ୍ଟଦାୟକ ବିସ୍ଫୋଟକ I ଏଗୁଡିକ ଆରୋଗ୍ୟ ହୋଇ ନଥିବା ରୋଗ ବା କ୍ଷତରୁ ଘଟିଥିବା ସଂକ୍ରମଣ ହୋଇଥାଇ ପାରେ I
# mark of the beast
ଏହା ଜଣାପଡୁଥିବା ଏକ ସଂକେତ ଥିଲା, ଯାହା ସୂଚାଇଦିଏ ଯେ ଯେଉଁମାନେ ତାହା ଭୋଗ କଲେ, ସେମାନେ ପଶୁକୁ ପ୍ରଣାମ କରିଥିଲେ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୩:୭](../13/17.md)ରେ ଅନୁବାଦ କରିଅଛ I