or_tn/rev/16/15.md

2.3 KiB

General Information:

୧୫ ପଦ ଯୋହନଙ୍କ ଦର୍ଶନର ମୁଖ୍ୟ ଘଟଣା ଆଧାରରୁ ଏକ ବିରତି ଅଟେ I ଏଗୁଡିକ ଯୀଶୁ କହିଥିବା ବାକ୍ୟ ଅଟେ I ୧୬ ପଦରେ ଘଟଣା ଧାରା ଆଗକୁ ଜାରି ରହୁଛି I

Look! I am coming ... his shameful condition

ଏହି ମଧ୍ୟବର୍ତ୍ତୀ ବିଷୟ ଦେଖାଇ ଦିଏ ଯେ ଏହା ଦର୍ଶନର ଘଟଣା ଧାରାର ଅଂଶ ବିଶେଷ ନୁହେଁ I ବରଂ, ଏହା ପ୍ରଭୁ ଯୀଶୁ କହିଥିବା କିଛି ବିଷୟ ଅଟେ I ଏହା ସ୍ପଷ୍ଟଭାବରେ କୁହାଯାଇ ପାରିବ ଯେ ଯେପରି USTରେ ଲେଖାଅଛି, ଏହା ପ୍ରଭୁ ଯୀଶୁ କହିଥିଲେ I (ଦେଖ:rc://*/ta/man/translate/writing-symlanguage)

I am coming as a thief

ଯୀଶୁ ଏପରି ଏକ ସମୟରେ ଆସିବେ, ଯେତେବେଳେ ଲୋକମାନେ ଅଶା କରୁ ନଥିବେ, ଯେପରି ଆଶା କରୁ ନଥିବା ସମୟରେ ଚୋର ଆସିଥାଏ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ ୩:୩ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-explicit)

keeping his garments on

ଉପଯୁକ୍ତ ଭାବରେ ଜୀବନଯାପନ କରିବା ବିଷୟରେ କୁହାଯାଏ ଯେ ଜଣକର ବସ୍ତ୍ର ରକ୍ଷା କରିଅଛି I ଅନ୍ୟଏକ ଅନୁବାଦରେ: “ଉପଯୁକ୍ତ କର୍ମ କରିବା, ଆପଣା ବସ୍ତ୍ର ରକ୍ଷା କରିବା ସଦୃଶ ଅଟେ” (ଦେଖ:rc://*/ta/man/translate/figs-simile)

keeping his garments on

କେତେକ ସଂସ୍କରଣ “ଆପଣା ସାଙ୍ଗରେ ବସ୍ତ୍ରକୁ ରକ୍ଷା କରିବା” ସଦୃଶ ଅନୁବାଦ କରନ୍ତି I

they see his shameful condition

ଏଠାରେ “ସେମାନେ” ଶବ୍ଦ ଅନ୍ୟ ଲୋକମାନଙ୍କୁ ବୁଝାଏ I