# General Information: ୧୫ ପଦ ଯୋହନଙ୍କ ଦର୍ଶନର ମୁଖ୍ୟ ଘଟଣା ଆଧାରରୁ ଏକ ବିରତି ଅଟେ I ଏଗୁଡିକ ଯୀଶୁ କହିଥିବା ବାକ୍ୟ ଅଟେ I ୧୬ ପଦରେ ଘଟଣା ଧାରା ଆଗକୁ ଜାରି ରହୁଛି I # Look! I am coming ... his shameful condition ଏହି ମଧ୍ୟବର୍ତ୍ତୀ ବିଷୟ ଦେଖାଇ ଦିଏ ଯେ ଏହା ଦର୍ଶନର ଘଟଣା ଧାରାର ଅଂଶ ବିଶେଷ ନୁହେଁ I ବରଂ, ଏହା ପ୍ରଭୁ ଯୀଶୁ କହିଥିବା କିଛି ବିଷୟ ଅଟେ I ଏହା ସ୍ପଷ୍ଟଭାବରେ କୁହାଯାଇ ପାରିବ ଯେ ଯେପରି USTରେ ଲେଖାଅଛି, ଏହା ପ୍ରଭୁ ଯୀଶୁ କହିଥିଲେ I (ଦେଖ:[[rc://*/ta/man/translate/writing-symlanguage]]) # I am coming as a thief ଯୀଶୁ ଏପରି ଏକ ସମୟରେ ଆସିବେ, ଯେତେବେଳେ ଲୋକମାନେ ଅଶା କରୁ ନଥିବେ, ଯେପରି ଆଶା କରୁ ନଥିବା ସମୟରେ ଚୋର ଆସିଥାଏ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ ୩:୩](../03/03.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-explicit]]) # keeping his garments on ଉପଯୁକ୍ତ ଭାବରେ ଜୀବନଯାପନ କରିବା ବିଷୟରେ କୁହାଯାଏ ଯେ ଜଣକର ବସ୍ତ୍ର ରକ୍ଷା କରିଅଛି I ଅନ୍ୟଏକ ଅନୁବାଦରେ: “ଉପଯୁକ୍ତ କର୍ମ କରିବା, ଆପଣା ବସ୍ତ୍ର ରକ୍ଷା କରିବା ସଦୃଶ ଅଟେ” (ଦେଖ:[[rc://*/ta/man/translate/figs-simile]]) # keeping his garments on କେତେକ ସଂସ୍କରଣ “ଆପଣା ସାଙ୍ଗରେ ବସ୍ତ୍ରକୁ ରକ୍ଷା କରିବା” ସଦୃଶ ଅନୁବାଦ କରନ୍ତି I # they see his shameful condition ଏଠାରେ “ସେମାନେ” ଶବ୍ଦ ଅନ୍ୟ ଲୋକମାନଙ୍କୁ ବୁଝାଏ I