or_tn/rev/16/12.md

1.0 KiB
Raw Permalink Blame History

poured out his bowl

“ପାତ୍ର” ଶବ୍ଦ ପାତ୍ରରେ ଥିବା ବସ୍ତୁକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୬:ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଆପଣା ପାତ୍ରରୁ ଦ୍ରାକ୍ଷାରସ ଢାଳିଲେ” କିମ୍ବା “ଆପଣା ପାତ୍ରରୁ ଈଶ୍ବରଙ୍କ କ୍ରୋଧ ଢାଳିଲେ” (ଦେଖ: rc://*/ta/man/translate/figs-metaphor)

the Euphrates. Its water was dried up

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଫରାତ୍ ନଦୀ I ଏହାର ଜଳ ଶୁଷ୍କ ହୋଇଗଲା” କିମ୍ବା “ଫରାତ୍ ନଦୀ, ଆଉ ତାହାର ଜଳକୁ ଶୁଷ୍କ କରି ଦେଲେ” (ଦେଖ: rc://*/ta/man/translate/figs-metonymy)