or_tn/rev/16/12.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# poured out his bowl
“ପାତ୍ର” ଶବ୍ଦ ପାତ୍ରରେ ଥିବା ବସ୍ତୁକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୬:](../16/02.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଆପଣା ପାତ୍ରରୁ ଦ୍ରାକ୍ଷାରସ ଢାଳିଲେ” କିମ୍ବା “ଆପଣା ପାତ୍ରରୁ ଈଶ୍ବରଙ୍କ କ୍ରୋଧ ଢାଳିଲେ” (ଦେଖ: [[rc://*/ta/man/translate/figs-metaphor]])
# the Euphrates. Its water was dried up
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଫରାତ୍ ନଦୀ I ଏହାର ଜଳ ଶୁଷ୍କ ହୋଇଗଲା” କିମ୍ବା “ଫରାତ୍ ନଦୀ, ଆଉ ତାହାର ଜଳକୁ ଶୁଷ୍କ କରି ଦେଲେ” (ଦେଖ: [[rc://*/ta/man/translate/figs-metonymy]])