or_tn/rev/16/01.md

1.3 KiB

Connecting Statement:

ଯୋହନ ସପ୍ତ କ୍ଲେଶଧାରୀ ସପ୍ତ ଦୂତଙ୍କ ବିଷୟରେ ଆପଣା ଦର୍ଶନର ଅଂଶକୁ ବର୍ଣ୍ଣନା କରିବା ଜାରି ରଖିଛନ୍ତି I ସପ୍ତ କ୍ଲେଶ ହେଉଛି ଈଶ୍ବରଙ୍କ କ୍ରୋଧର ସପ୍ତପାତ୍ର I

I heard

“ମୁଁ” ଶବ୍ଦଟି ଯୋହନଙ୍କୁ ବୁଝାଏ I

bowls of God's wrath

ପାତ୍ରରେ ଥିବା ଦ୍ରାକ୍ଷାରସର ପ୍ରତିଛବିକୁ ସ୍ପଷ୍ଟ କରାଯାଇ ପାରିବ I ଏଠାରେ “କ୍ରୋଧ” ଶବ୍ଦ ଦଣ୍ଡକୁ ବୁଝାଏ I ଦ୍ରାକ୍ଷାରସ ଦଣ୍ଡର ଏକ ନିଦର୍ଶନ ଅଟେ I ଦେଖ ତୁମେ ଏହିଭଳି ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ ୧୫:୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ କ୍ରୋଧକୁ ବୁଝାଉଥିବା ଦ୍ରାକ୍ଷାରସରେ ପୂର୍ଣ୍ଣ ସପ୍ତ ସୁବର୍ଣ୍ଣପାତ୍ର ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/writing-symlanguage]])