or_tn/rev/16/01.md

12 lines
1.3 KiB
Markdown

# Connecting Statement:
ଯୋହନ ସପ୍ତ କ୍ଲେଶଧାରୀ ସପ୍ତ ଦୂତଙ୍କ ବିଷୟରେ ଆପଣା ଦର୍ଶନର ଅଂଶକୁ ବର୍ଣ୍ଣନା କରିବା ଜାରି ରଖିଛନ୍ତି I ସପ୍ତ କ୍ଲେଶ ହେଉଛି ଈଶ୍ବରଙ୍କ କ୍ରୋଧର ସପ୍ତପାତ୍ର I
# I heard
“ମୁଁ” ଶବ୍ଦଟି ଯୋହନଙ୍କୁ ବୁଝାଏ I
# bowls of God's wrath
ପାତ୍ରରେ ଥିବା ଦ୍ରାକ୍ଷାରସର ପ୍ରତିଛବିକୁ ସ୍ପଷ୍ଟ କରାଯାଇ ପାରିବ I ଏଠାରେ “କ୍ରୋଧ” ଶବ୍ଦ ଦଣ୍ଡକୁ ବୁଝାଏ I ଦ୍ରାକ୍ଷାରସ ଦଣ୍ଡର ଏକ ନିଦର୍ଶନ ଅଟେ I ଦେଖ ତୁମେ ଏହିଭଳି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ ୧୫:୭](../15/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ କ୍ରୋଧକୁ ବୁଝାଉଥିବା ଦ୍ରାକ୍ଷାରସରେ ପୂର୍ଣ୍ଣ ସପ୍ତ ସୁବର୍ଣ୍ଣପାତ୍ର ” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/writing-symlanguage]])