or_tn/rev/15/07.md

1.0 KiB

the four living creatures

ଚାରି ଜୀବିତ ପ୍ରାଣୀ କିମ୍ବା “ଚାରି ଜୀବିତ ବସ୍ତୁ I” ଦେଖ ତୁମେ “ଜୀବିତ ପ୍ରାଣୀ”କୁ କିପରି ପ୍ରକାଶିତ ବାକ୍ୟ ୪:୬ରେ ଅନୁବାଦ କରିଅଛ I

seven golden bowls full of the wrath of God

ପାତ୍ରରେ ଥିବା ଦ୍ରାକ୍ଷାରସର ପ୍ରତିଛବିକୁ ସ୍ପଷ୍ଟ କରାଯାଇ ପାରିବ I ଏଠାରେ “କ୍ରୋଧ” ଶବ୍ଦ ଦଣ୍ଡକୁ ବୁଝାଏ I ଦ୍ରାକ୍ଷାରସ ଦଣ୍ଡର ଏକ ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ କ୍ରୋଧକୁ ବୁଝାଉଥିବା ଦ୍ରାକ୍ଷାରସରେ ପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ”(ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/writing-symlanguage]])