or_tn/rev/15/02.md

2.5 KiB
Raw Permalink Blame History

General Information:

ଏଠାରେ ଯୋହନ ପଶୁ ଉପରେ ଜୟଲାଭ କରିଥିବା ଲୋକମାନଙ୍କ ବିଷୟରେ ଓ ଈଶ୍ବରଙ୍କ ଉପାସନା କରୁଥିବା ଲୋକମାନଙ୍କ ବିଷୟରେ ଦେଖିଥିବା ଆପଣା ଦର୍ଶନ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

sea of glass

ଏହା କିପରି କାଚମୟ ବା ସମୁଦ୍ର ସଦୃଶ ଥିଲା, ସ୍ପଷ୍ଟଭାବରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧) ସମୁଦ୍ରକୁ କାଚମୟ ସଦୃଶ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ଏକ ସମୁଦ୍ର ଯାହା କାଚ ସଦୃଶ ନିର୍ମଳ” କିମ୍ବା ) କାଚକୁ ସମୁଦ୍ର ସଦୃଶ କୁହାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୬ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “କାଚ ଯାହା ସମୁଦ୍ର ସଦୃଶ ପରିବ୍ୟାପ୍ତ ହୋଇଥିଲା” (ଦେଖ: rc://*/ta/man/translate/figs-metaphor)

who had been victorious over the beast and his image

ସେମାନେ କିପରି ବିଜୟୀ ହୋଇଥିଲେ, ତାହା ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ ନକରି ବିଜୟୀ ହୋଇଛନ୍ତି” (ଦେଖ: rc://*/ta/man/translate/figs-explicit)

over the number representing his name

ସେମାନେ କିପରି ସଂଖ୍ୟା ଉପରେ ବିଜୟୀ ହୋଇଥିଲେ, ତାହା ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାର ନାମକୁ ବୁଝାଉଥିବା ସେହି ସଂଖ୍ୟାକୁ ଧାରଣ ନକରିବା ଉପସ୍ଥାପନ କରେ” (ଦେଖ: rc://*/ta/man/translate/figs-explicit)

the number representing his name

ଏହା ପ୍ରକାଶିତ ବାକ୍ୟ୧୩:୧୮ରେ ବର୍ଣ୍ଣନା କରାଯାଇଥିବା ସଂଖ୍ୟାକୁ ବୁଝାଏ I