or_tn/rev/13/18.md

1.5 KiB
Raw Permalink Blame History

General Information:

ଏହି ପଦ ଯୋହନ ଦେଖିଥିବା ଦର୍ଶନର ବିବରଣୀର ଏକ ବିରତି ଅଟେ I ଏଠାରେ ସେ ତାହାଙ୍କ ବିବରଣୀ ପାଠ କରୁଥିବା ଲୋକମାନଙ୍କୁ ଆଉ ଏକ ସତର୍କବାଣୀ ଦେଉଛନ୍ତି I

This calls for wisdom

ଜ୍ଞାନ ଆବଶ୍ୟକ କିମ୍ବା “ଏହି ବିଷୟରେ ତୁମ୍ଭେ ଜ୍ଞାନୀହେବା ଆବଶ୍ୟକ” ଅଟେ

If anyone has insight

“ବୁଦ୍ଧି” ଶବ୍ଦ ସ୍ଥାନରେ କ୍ରିୟା “ବୁଝିବା” ବ୍ୟବହାର କରି ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି କୌଣସି ବ୍ୟକ୍ତି ବିଷୟକୁ ବିଝିବାକୁ ସକ୍ଷମ ଅଟେ” (ଦେଖ:rc://*/ta/man/translate/figs-abstractnouns)

let him calculate the number of the beast

ସେ ଜ୍ଞାତ ହେବା ଉଚିତ ଯେ ପଶୁର ସଂଖ୍ୟାର ଅର୍ଥ କ’ଣ କିମ୍ବା “ପଶୁର ସଂଖ୍ୟାର ଅର୍ଥ କ’ଣ ସେ ବୁଝିବା ଉଚିତ”

is the number of a human being

ସମ୍ଭାବିତ ଅର୍ଥଗୁଡିକ ୧) ସଂଖ୍ୟା ଜଣେ ବ୍ୟକ୍ତିକୁ ବୁଝାଏ କିମ୍ବା ) ସଂଖ୍ୟା ସମସ୍ତ ମାନବଜାତିକୁ ବୁଝାଏ I