or_tn/rev/13/18.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦ ଯୋହନ ଦେଖିଥିବା ଦର୍ଶନର ବିବରଣୀର ଏକ ବିରତି ଅଟେ I ଏଠାରେ ସେ ତାହାଙ୍କ ବିବରଣୀ ପାଠ କରୁଥିବା ଲୋକମାନଙ୍କୁ ଆଉ ଏକ ସତର୍କବାଣୀ ଦେଉଛନ୍ତି I
# This calls for wisdom
ଜ୍ଞାନ ଆବଶ୍ୟକ କିମ୍ବା “ଏହି ବିଷୟରେ ତୁମ୍ଭେ ଜ୍ଞାନୀହେବା ଆବଶ୍ୟକ” ଅଟେ
# If anyone has insight
“ବୁଦ୍ଧି” ଶବ୍ଦ ସ୍ଥାନରେ କ୍ରିୟା “ବୁଝିବା” ବ୍ୟବହାର କରି ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି କୌଣସି ବ୍ୟକ୍ତି ବିଷୟକୁ ବିଝିବାକୁ ସକ୍ଷମ ଅଟେ” (ଦେଖ:[[rc://*/ta/man/translate/figs-abstractnouns]])
# let him calculate the number of the beast
ସେ ଜ୍ଞାତ ହେବା ଉଚିତ ଯେ ପଶୁର ସଂଖ୍ୟାର ଅର୍ଥ କ’ଣ କିମ୍ବା “ପଶୁର ସଂଖ୍ୟାର ଅର୍ଥ କ’ଣ ସେ ବୁଝିବା ଉଚିତ”
# is the number of a human being
ସମ୍ଭାବିତ ଅର୍ଥଗୁଡିକ ୧) ସଂଖ୍ୟା ଜଣେ ବ୍ୟକ୍ତିକୁ ବୁଝାଏ କିମ୍ବା ) ସଂଖ୍ୟା ସମସ୍ତ ମାନବଜାତିକୁ ବୁଝାଏ I