or_tn/rev/15/02.md

20 lines
2.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ ଯୋହନ ପଶୁ ଉପରେ ଜୟଲାଭ କରିଥିବା ଲୋକମାନଙ୍କ ବିଷୟରେ ଓ ଈଶ୍ବରଙ୍କ ଉପାସନା କରୁଥିବା ଲୋକମାନଙ୍କ ବିଷୟରେ ଦେଖିଥିବା ଆପଣା ଦର୍ଶନ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I
# sea of glass
ଏହା କିପରି କାଚମୟ ବା ସମୁଦ୍ର ସଦୃଶ ଥିଲା, ସ୍ପଷ୍ଟଭାବରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧) ସମୁଦ୍ରକୁ କାଚମୟ ସଦୃଶ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ଏକ ସମୁଦ୍ର ଯାହା କାଚ ସଦୃଶ ନିର୍ମଳ” କିମ୍ବା ) କାଚକୁ ସମୁଦ୍ର ସଦୃଶ କୁହାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୬](../04/06.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “କାଚ ଯାହା ସମୁଦ୍ର ସଦୃଶ ପରିବ୍ୟାପ୍ତ ହୋଇଥିଲା” (ଦେଖ: [[rc://*/ta/man/translate/figs-metaphor]])
# who had been victorious over the beast and his image
ସେମାନେ କିପରି ବିଜୟୀ ହୋଇଥିଲେ, ତାହା ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ ନକରି ବିଜୟୀ ହୋଇଛନ୍ତି” (ଦେଖ: [[rc://*/ta/man/translate/figs-explicit]])
# over the number representing his name
ସେମାନେ କିପରି ସଂଖ୍ୟା ଉପରେ ବିଜୟୀ ହୋଇଥିଲେ, ତାହା ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାର ନାମକୁ ବୁଝାଉଥିବା ସେହି ସଂଖ୍ୟାକୁ ଧାରଣ ନକରିବା ଉପସ୍ଥାପନ କରେ” (ଦେଖ: [[rc://*/ta/man/translate/figs-explicit]])
# the number representing his name
ଏହା [ପ୍ରକାଶିତ ବାକ୍ୟ୧୩:୧୮](../13/18.md)ରେ ବର୍ଣ୍ଣନା କରାଯାଇଥିବା ସଂଖ୍ୟାକୁ ବୁଝାଏ I