or_tn/rev/15/01.md

1.7 KiB
Raw Permalink Blame History

General Information:

୧୫:୬-୧୬:୨୧ରେ ଯାହା ଘଟିବ, ତାହାର ସାରାଂଶ ଏହି ପଦରେ ଅଛି I

great and marvelous

ଏହି ପଦଗୁଡିକର ଅର୍ଥ ପ୍ରାୟ ସମାନ ଓ ଗୁରୁତ୍ବ ଦେବା ନିମନ୍ତେ ବ୍ୟବହାର କରାଯାଇଛି I ଅନ୍ୟଏକ ଅନୁବାଦରେ: “କିଛି ଗୋଟାଏ ଯାହା ମୋତେ ଆଚମ୍ବିତ କରି ଦେଲା” (ଦେଖ: rc://*/tw/dict/bible/kt/heaven)

seven angels with seven plagues

ସପ୍ତଦୂତ ଯେଉଁମାନଙ୍କର ପୃଥିବୀକୁ ସପ୍ତକ୍ଲେଶ ପ୍ରେରଣ କରିବା ନିମନ୍ତେ ଅଧିକାର ଥିଲା

which are the final plagues

ପୁଣି ସେମାନଙ୍କ ପରେ, ଆଉ କୌଣସି କ୍ଲେଶ ହେବ ନାହିଁ

for with them the wrath of God will be completed

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଏହି କ୍ଲେଶଗୁଡିକ ଈଶ୍ବରଙ୍କ କ୍ରୋଧ ସମ୍ପୂର୍ଣ୍ଣ କରିବ” (ଦେଖ: rc://*/ta/man/translate/figs-activepassive)

for with them the wrath of God will be completed

ସମ୍ଭାବିତ ଅର୍ଥଗୁଡିକ ୧) ଏହି କ୍ଲେଶଗୁଡିକ ଈଶ୍ବରଙ୍କ ସବୁ କ୍ରୋଧ ପ୍ରଦର୍ଶନ କରିବ କିମ୍ବା ) ଏହି କ୍ଲେଶଗୁଡିକ ପରେ, ଈଶ୍ବର ଆଉ କ୍ରୋଧ କରିବେ ନାହିଁ I