or_tn/rev/15/01.md

24 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୧୫:୬-୧୬:୨୧ରେ ଯାହା ଘଟିବ, ତାହାର ସାରାଂଶ ଏହି ପଦରେ ଅଛି I
# great and marvelous
ଏହି ପଦଗୁଡିକର ଅର୍ଥ ପ୍ରାୟ ସମାନ ଓ ଗୁରୁତ୍ବ ଦେବା ନିମନ୍ତେ ବ୍ୟବହାର କରାଯାଇଛି I ଅନ୍ୟଏକ ଅନୁବାଦରେ: “କିଛି ଗୋଟାଏ ଯାହା ମୋତେ ଆଚମ୍ବିତ କରି ଦେଲା” (ଦେଖ: [[rc://*/tw/dict/bible/kt/heaven]])
# seven angels with seven plagues
ସପ୍ତଦୂତ ଯେଉଁମାନଙ୍କର ପୃଥିବୀକୁ ସପ୍ତକ୍ଲେଶ ପ୍ରେରଣ କରିବା ନିମନ୍ତେ ଅଧିକାର ଥିଲା
# which are the final plagues
ପୁଣି ସେମାନଙ୍କ ପରେ, ଆଉ କୌଣସି କ୍ଲେଶ ହେବ ନାହିଁ
# for with them the wrath of God will be completed
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଏହି କ୍ଲେଶଗୁଡିକ ଈଶ୍ବରଙ୍କ କ୍ରୋଧ ସମ୍ପୂର୍ଣ୍ଣ କରିବ” (ଦେଖ: [[rc://*/ta/man/translate/figs-activepassive]])
# for with them the wrath of God will be completed
ସମ୍ଭାବିତ ଅର୍ଥଗୁଡିକ ୧) ଏହି କ୍ଲେଶଗୁଡିକ ଈଶ୍ବରଙ୍କ ସବୁ କ୍ରୋଧ ପ୍ରଦର୍ଶନ କରିବ କିମ୍ବା ) ଏହି କ୍ଲେଶଗୁଡିକ ପରେ, ଈଶ୍ବର ଆଉ କ୍ରୋଧ କରିବେ ନାହିଁ I