# General Information: ୧୫:୬-୧୬:୨୧ରେ ଯାହା ଘଟିବ, ତାହାର ସାରାଂଶ ଏହି ପଦରେ ଅଛି I # great and marvelous ଏହି ପଦଗୁଡିକର ଅର୍ଥ ପ୍ରାୟ ସମାନ ଓ ଗୁରୁତ୍ବ ଦେବା ନିମନ୍ତେ ବ୍ୟବହାର କରାଯାଇଛି I ଅନ୍ୟଏକ ଅନୁବାଦରେ: “କିଛି ଗୋଟାଏ ଯାହା ମୋତେ ଆଚମ୍ବିତ କରି ଦେଲା” (ଦେଖ: [[rc://*/tw/dict/bible/kt/heaven]]) # seven angels with seven plagues ସପ୍ତଦୂତ ଯେଉଁମାନଙ୍କର ପୃଥିବୀକୁ ସପ୍ତକ୍ଲେଶ ପ୍ରେରଣ କରିବା ନିମନ୍ତେ ଅଧିକାର ଥିଲା # which are the final plagues ପୁଣି ସେମାନଙ୍କ ପରେ, ଆଉ କୌଣସି କ୍ଲେଶ ହେବ ନାହିଁ # for with them the wrath of God will be completed ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଏହି କ୍ଲେଶଗୁଡିକ ଈଶ୍ବରଙ୍କ କ୍ରୋଧ ସମ୍ପୂର୍ଣ୍ଣ କରିବ” (ଦେଖ: [[rc://*/ta/man/translate/figs-activepassive]]) # for with them the wrath of God will be completed ସମ୍ଭାବିତ ଅର୍ଥଗୁଡିକ ୧) ଏହି କ୍ଲେଶଗୁଡିକ ଈଶ୍ବରଙ୍କ ସବୁ କ୍ରୋଧ ପ୍ରଦର୍ଶନ କରିବ କିମ୍ବା ୨) ଏହି କ୍ଲେଶଗୁଡିକ ପରେ, ଈଶ୍ବର ଆଉ କ୍ରୋଧ କରିବେ ନାହିଁ I