or_tn/rev/14/13.md

1.2 KiB
Raw Permalink Blame History

the dead who die

ଯେଉଁମାନେ ମରନ୍ତି

who die in the Lord

ଯେଉଁମାନେ ପ୍ରଭୁଙ୍କଠାରେ ଥାଇ ମରନ୍ତି I ଏହା ସେମାନଙ୍କ ଶତ୍ରୁମାନଙ୍କ ଦ୍ବାରା ହତ ହୋଇଥିବା ଲୋକମାନଙ୍କୁ ବୁଝାଉ ଥାଇପାରେ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ପ୍ରଭୁଙ୍କଠାରେ ଥିବା ସକାଶୁ ମରନ୍ତି”

labors

କଷ୍ଟ ଓ ଦୁଃଖଭୋଗ

their deeds will follow them

ଏହି କର୍ମଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଜୀବିତ ଓ ସେମାନଙ୍କ କର୍ମକାରୀମାନଙ୍କ ଅନୁବର୍ତ୍ତୀ ହୁଏ I ସମ୍ଭାବିତ ଅର୍ଥଗୁଡିକ ୧) “ଏହି ଲୋକମାନେ କରିଥିବା ଉତ୍ତମ କର୍ମଗୁଡିକୁ ଅନ୍ୟମାନେ ଜାଣିବେ” କିମ୍ବା ) “ସେମାନଙ୍କ କର୍ମ ନିମନ୍ତେ ଈଶ୍ବର ପୁରସ୍କୃତ କରିବେ” (ଦେଖ: rc://*/ta/man/translate/figs-personification)