# the dead who die ଯେଉଁମାନେ ମରନ୍ତି # who die in the Lord ଯେଉଁମାନେ ପ୍ରଭୁଙ୍କଠାରେ ଥାଇ ମରନ୍ତି I ଏହା ସେମାନଙ୍କ ଶତ୍ରୁମାନଙ୍କ ଦ୍ବାରା ହତ ହୋଇଥିବା ଲୋକମାନଙ୍କୁ ବୁଝାଉ ଥାଇପାରେ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ପ୍ରଭୁଙ୍କଠାରେ ଥିବା ସକାଶୁ ମରନ୍ତି” # labors କଷ୍ଟ ଓ ଦୁଃଖଭୋଗ # their deeds will follow them ଏହି କର୍ମଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଜୀବିତ ଓ ସେମାନଙ୍କ କର୍ମକାରୀମାନଙ୍କ ଅନୁବର୍ତ୍ତୀ ହୁଏ I ସମ୍ଭାବିତ ଅର୍ଥଗୁଡିକ ୧) “ଏହି ଲୋକମାନେ କରିଥିବା ଉତ୍ତମ କର୍ମଗୁଡିକୁ ଅନ୍ୟମାନେ ଜାଣିବେ” କିମ୍ବା ୨) “ସେମାନଙ୍କ କର୍ମ ନିମନ୍ତେ ଈଶ୍ବର ପୁରସ୍କୃତ କରିବେ” (ଦେଖ: [[rc://*/ta/man/translate/figs-personification]])