or_tn/rev/14/13.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# the dead who die
ଯେଉଁମାନେ ମରନ୍ତି
# who die in the Lord
ଯେଉଁମାନେ ପ୍ରଭୁଙ୍କଠାରେ ଥାଇ ମରନ୍ତି I ଏହା ସେମାନଙ୍କ ଶତ୍ରୁମାନଙ୍କ ଦ୍ବାରା ହତ ହୋଇଥିବା ଲୋକମାନଙ୍କୁ ବୁଝାଉ ଥାଇପାରେ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ପ୍ରଭୁଙ୍କଠାରେ ଥିବା ସକାଶୁ ମରନ୍ତି”
# labors
କଷ୍ଟ ଓ ଦୁଃଖଭୋଗ
# their deeds will follow them
ଏହି କର୍ମଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଜୀବିତ ଓ ସେମାନଙ୍କ କର୍ମକାରୀମାନଙ୍କ ଅନୁବର୍ତ୍ତୀ ହୁଏ I ସମ୍ଭାବିତ ଅର୍ଥଗୁଡିକ ୧) “ଏହି ଲୋକମାନେ କରିଥିବା ଉତ୍ତମ କର୍ମଗୁଡିକୁ ଅନ୍ୟମାନେ ଜାଣିବେ” କିମ୍ବା ) “ସେମାନଙ୍କ କର୍ମ ନିମନ୍ତେ ଈଶ୍ବର ପୁରସ୍କୃତ କରିବେ” (ଦେଖ: [[rc://*/ta/man/translate/figs-personification]])