or_tn/rev/14/01.md

24 lines
2.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
“ମୁଁ” ଶବ୍ଦ ଯୋହନଙ୍କୁ ବୁଝାଏ I
# Connecting Statement:
ଯୋହନ ଆପଣା ଦର୍ଶନର ପରବର୍ତ୍ତୀ ଅଂଶ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I ମେଷଶାବକଙ୍କ ସମ୍ମୁଖରେ ୧୪୪, ଜଣ ବିଶ୍ବାସୀ ଦଣ୍ଡାୟମାନ ହୋଇଛନ୍ତି I
# Lamb
ଏକ “ମେଷଶାବକ” ଏକ ମେଷର ଛୁଆ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୫:୬](../05/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])
# 144000
ଏକ ଶହ ଚୌରାଳିଶ ସହସ୍ର I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୭:୪](../07/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-numbers]])
# who had his name and his Father's name written on their foreheads
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କ କପାଳରେ ମେଷଶାବକ ଓ ତାହାଙ୍କ ପିତା ସେମାନଙ୍କ ନାମ ଲେଖିଥିଲେ”(ଦେଖ: [[rc://*/ta/man/translate/figs-activepassive]])
# his Father
ଏହା ଈଶ୍ବରଙ୍କର ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])