or_tn/rev/14/01.md

2.0 KiB
Raw Permalink Blame History

General Information:

“ମୁଁ” ଶବ୍ଦ ଯୋହନଙ୍କୁ ବୁଝାଏ I

Connecting Statement:

ଯୋହନ ଆପଣା ଦର୍ଶନର ପରବର୍ତ୍ତୀ ଅଂଶ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I ମେଷଶାବକଙ୍କ ସମ୍ମୁଖରେ ୧୪୪, ଜଣ ବିଶ୍ବାସୀ ଦଣ୍ଡାୟମାନ ହୋଇଛନ୍ତି I

Lamb

ଏକ “ମେଷଶାବକ” ଏକ ମେଷର ଛୁଆ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୫:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)

144000

ଏକ ଶହ ଚୌରାଳିଶ ସହସ୍ର I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୭:୪ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-numbers)

who had his name and his Father's name written on their foreheads

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କ କପାଳରେ ମେଷଶାବକ ଓ ତାହାଙ୍କ ପିତା ସେମାନଙ୍କ ନାମ ଲେଖିଥିଲେ”(ଦେଖ: rc://*/ta/man/translate/figs-activepassive)

his Father

ଏହା ଈଶ୍ବରଙ୍କର ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)