# General Information: “ମୁଁ” ଶବ୍ଦ ଯୋହନଙ୍କୁ ବୁଝାଏ I # Connecting Statement: ଯୋହନ ଆପଣା ଦର୍ଶନର ପରବର୍ତ୍ତୀ ଅଂଶ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I ମେଷଶାବକଙ୍କ ସମ୍ମୁଖରେ ୧୪୪,୦୦୦ ଜଣ ବିଶ୍ବାସୀ ଦଣ୍ଡାୟମାନ ହୋଇଛନ୍ତି I # Lamb ଏକ “ମେଷଶାବକ” ଏକ ମେଷର ଛୁଆ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୫:୬](../05/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]]) # 144000 ଏକ ଶହ ଚୌରାଳିଶ ସହସ୍ର I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୭:୪](../07/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-numbers]]) # who had his name and his Father's name written on their foreheads ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କ କପାଳରେ ମେଷଶାବକ ଓ ତାହାଙ୍କ ପିତା ସେମାନଙ୍କ ନାମ ଲେଖିଥିଲେ”(ଦେଖ: [[rc://*/ta/man/translate/figs-activepassive]]) # his Father ଏହା ଈଶ୍ବରଙ୍କର ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])