or_tn/rev/13/08.md

20 lines
1.7 KiB
Markdown

# will worship it
ପଶୁକୁ ପ୍ରଣାମ କରିବେ
# everyone whose name was not written ... in the Book of Life
ଏହି ବାକ୍ୟାଂଶ ସ୍ପଷ୍ଟ କରିଦିଏ ଯେ ପୃଥିବୀର କେଉଁମାନେ ପଶୁକୁ ପ୍ରଣାମ କରିବେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମେଷଶାବକ ଜୀବନ ପୁସ୍ତକରେ ... ଯେଉଁମାନଙ୍କ ନାମ ଲେଖି ନଥିଲେ” କିମ୍ବା “ଯେଉଁମାନଙ୍କର ନାମ ...ଜୀବନ ପୁସ୍ତକରେ ନଥିଲା” (ଦେଖ:[[rc://*/ta/man/translate/figs-activepassive]])
# since the creation of the world
ଈଶ୍ବର ଜଗତକୁ ସୃଷ୍ଟି କରିବା ସମୟରେ
# the Lamb
ଏକ “ମେଷଶାବକ” ଏକ ମେଷର ଛୁଆ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୫:୬](../05/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])
# who had been slaughtered
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଲୋକମାନେ ହତ୍ୟା କରିଥିଲେ” (ଦେଖ: [[rc://*/ta/man/translate/figs-activepassive]])