or_tn/rev/13/08.md

1.7 KiB

will worship it

ପଶୁକୁ ପ୍ରଣାମ କରିବେ

everyone whose name was not written ... in the Book of Life

ଏହି ବାକ୍ୟାଂଶ ସ୍ପଷ୍ଟ କରିଦିଏ ଯେ ପୃଥିବୀର କେଉଁମାନେ ପଶୁକୁ ପ୍ରଣାମ କରିବେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମେଷଶାବକ ଜୀବନ ପୁସ୍ତକରେ ... ଯେଉଁମାନଙ୍କ ନାମ ଲେଖି ନଥିଲେ” କିମ୍ବା “ଯେଉଁମାନଙ୍କର ନାମ ...ଜୀବନ ପୁସ୍ତକରେ ନଥିଲା” (ଦେଖ:rc://*/ta/man/translate/figs-activepassive)

since the creation of the world

ଈଶ୍ବର ଜଗତକୁ ସୃଷ୍ଟି କରିବା ସମୟରେ

the Lamb

ଏକ “ମେଷଶାବକ” ଏକ ମେଷର ଛୁଆ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୫:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)

who had been slaughtered

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଲୋକମାନେ ହତ୍ୟା କରିଥିଲେ” (ଦେଖ: rc://*/ta/man/translate/figs-activepassive)