# will worship it ପଶୁକୁ ପ୍ରଣାମ କରିବେ # everyone whose name was not written ... in the Book of Life ଏହି ବାକ୍ୟାଂଶ ସ୍ପଷ୍ଟ କରିଦିଏ ଯେ ପୃଥିବୀର କେଉଁମାନେ ପଶୁକୁ ପ୍ରଣାମ କରିବେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମେଷଶାବକ ଜୀବନ ପୁସ୍ତକରେ ... ଯେଉଁମାନଙ୍କ ନାମ ଲେଖି ନଥିଲେ” କିମ୍ବା “ଯେଉଁମାନଙ୍କର ନାମ ...ଜୀବନ ପୁସ୍ତକରେ ନଥିଲା” (ଦେଖ:[[rc://*/ta/man/translate/figs-activepassive]]) # since the creation of the world ଈଶ୍ବର ଜଗତକୁ ସୃଷ୍ଟି କରିବା ସମୟରେ # the Lamb ଏକ “ମେଷଶାବକ” ଏକ ମେଷର ଛୁଆ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୫:୬](../05/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]]) # who had been slaughtered ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଲୋକମାନେ ହତ୍ୟା କରିଥିଲେ” (ଦେଖ: [[rc://*/ta/man/translate/figs-activepassive]])