or_tn/rev/09/11.md

885 B
Raw Permalink Blame History

the bottomless pit

ଏହା ଏକ ଗଭୀର ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତ କାଳ ନିମନ୍ତେ ତଳକୁ ତଳକୁ ଯାଉଥାଏ କିମ୍ବା ) ଗର୍ତ୍ତଟି ଏତେ ଗଭୀର ଯେ ଯେପରି ଏହାର ତଳ ବୋଲି କିଛି ନାହିଁ I ଦେଖ, ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୯:୧ରେ ଅନୁବାଦ କରିଅଛ I

Abaddon ... Apollyon

ଉଭୟଙ୍କ ନାମର ଅର୍ଥ “ବିନାଶକାରୀ I” (ଦେଖ: [[rc:///ta/man/translate/translate-names]] ଓ [[rc:///ta/man/translate/translate-transliterate]])