or_tn/rev/09/11.md

8 lines
885 B
Markdown
Raw Permalink Normal View History

2020-11-19 00:15:53 +00:00
# the bottomless pit
ଏହା ଏକ ଗଭୀର ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତ କାଳ ନିମନ୍ତେ ତଳକୁ ତଳକୁ ଯାଉଥାଏ କିମ୍ବା ) ଗର୍ତ୍ତଟି ଏତେ ଗଭୀର ଯେ ଯେପରି ଏହାର ତଳ ବୋଲି କିଛି ନାହିଁ I ଦେଖ, ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୯:୧](../09/01.md)ରେ ଅନୁବାଦ କରିଅଛ I
# Abaddon ... Apollyon
ଉଭୟଙ୍କ ନାମର ଅର୍ଥ “ବିନାଶକାରୀ I” (ଦେଖ: [[rc://*/ta/man/translate/translate-names]] ଓ [[rc://*/ta/man/translate/translate-transliterate]])