or_tn/rev/09/10.md

1.6 KiB
Raw Permalink Blame History

They had tails

“ସେମାନେ” ଶବ୍ଦ ପଙ୍ଗପାଳମାନଙ୍କୁ ବୁଝାଏ I

with stingers like scorpions

ବିଚ୍ଛା ଏକ ଛୋଟ କୀଟ ଅଟେ, ଯାହାର ଲମ୍ବା ଲାଞ୍ଜର ଶେଷ ଭାଗରେ ବିଷାକ୍ତ ନାହୁଡ଼ଟିଏ ଥାଏ I ଏହାର ନାହୁଡ଼ ତୀବ୍ର ଯନ୍ତ୍ରଣା ଦେଇଥାଏ, ଏପରିକି ମୃତ୍ୟୁ ମଧ୍ୟ ଘଟାଇ ପାରେ I ଦେଖ, ତୁମେ ଏଭଳି ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ ୯:୬ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ବିଚ୍ଛାମାନଙ୍କ ନାହୁଡ଼ ସଦୃଶ ନାହୁଡ଼ ସହିତ” କିମ୍ବା “ବିଚ୍ଛାର ନାହୁଡ଼ କରିବା ସଦୃଶ, ସେହି ନାହୁଡ଼ ଭୟଙ୍କର ଯନ୍ତ୍ରଣା ଦେବ” (See: rc://*/ta/man/translate/figs-simile)

in their tails they had power to harm people for five months

ସମ୍ଭାବିତ ଅର୍ଥଗୁଡିକ ୧) ପାଞ୍ଚ ମାସ ଧରି ମନୁଷ୍ୟ ମାନଙ୍କୁ ଯନ୍ତ୍ରଣା ଦେବାକୁ ସେମାନଙ୍କର ଶକ୍ତି ଥିଲା କିମ୍ବା ) ସେମାନେ ଲୋକମାନଙ୍କୁ ନାହୁଡ଼ରେ ମାରିବେ ଓ ଲୋକେ ପାଞ୍ଚ ମାସ ଧରି ଯନ୍ତ୍ରଣା ଭୋଗ କରିବେ I