or_tn/rev/09/06.md

1.5 KiB

people will seek death, but will not find it

ଗୁଣବାଚକ ବିଶେଷ୍ୟ “ମୃତ୍ୟୁ”କୁ ହଟାଇବା ନିମନ୍ତେ ଏହାକୁ ପୁଣି ଥରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ମୃତ୍ୟୁଭୋଗ କରିବାକୁ ରାସ୍ତା ଖୋଜିବେ, କିନ୍ତୁ ପାଇବେ ନାହିଁ” କିମ୍ବା “ଲୋକମାନେ ଆପଣା ଆପଣାକୁ ବଧ କରିବାକୁ ଚେଷ୍ଟା କରିବେ, କିନ୍ତୁ ମୃତ୍ୟୁଭୋଗ କରିବାକୁ ରାସ୍ତା ପାଇବେ ନାହିଁ” (ଦେଖ: rc://*/ta/man/translate/figs-abstractnouns)

will greatly desire to die

ମୃତ୍ୟୁଭୋଗ କରିବାକୁ ଅଧିକ ଚାହିଁବେ କିମ୍ବା “ସେମାନେ ମୃତ୍ୟୁ କାମନା କରିବେ”

death will flee from them

ଯୋହନ ମୃତ୍ୟୁ ବିଷୟରେ କହନ୍ତି ଯେପରି ଜଣେ ବ୍ୟକ୍ତି ବା ମନୁଷ୍ୟ ଯାହା ଦୌଡି ପଳାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ମୃତ୍ୟୁଭୋଗ କରି ପାରିବେନାହିଁ” କିମ୍ବା “ସେମାନେ ମୃତ୍ୟୁଭୋଗ କରିବେ ନାହିଁ” (ଦେଖ: rc://*/ta/man/translate/figs-personification)