# people will seek death, but will not find it ଗୁଣବାଚକ ବିଶେଷ୍ୟ “ମୃତ୍ୟୁ”କୁ ହଟାଇବା ନିମନ୍ତେ ଏହାକୁ ପୁଣି ଥରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ମୃତ୍ୟୁଭୋଗ କରିବାକୁ ରାସ୍ତା ଖୋଜିବେ, କିନ୍ତୁ ପାଇବେ ନାହିଁ” କିମ୍ବା “ଲୋକମାନେ ଆପଣା ଆପଣାକୁ ବଧ କରିବାକୁ ଚେଷ୍ଟା କରିବେ, କିନ୍ତୁ ମୃତ୍ୟୁଭୋଗ କରିବାକୁ ରାସ୍ତା ପାଇବେ ନାହିଁ” (ଦେଖ: [[rc://*/ta/man/translate/figs-abstractnouns]]) # will greatly desire to die ମୃତ୍ୟୁଭୋଗ କରିବାକୁ ଅଧିକ ଚାହିଁବେ କିମ୍ବା “ସେମାନେ ମୃତ୍ୟୁ କାମନା କରିବେ” # death will flee from them ଯୋହନ ମୃତ୍ୟୁ ବିଷୟରେ କହନ୍ତି ଯେପରି ଜଣେ ବ୍ୟକ୍ତି ବା ମନୁଷ୍ୟ ଯାହା ଦୌଡି ପଳାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ମୃତ୍ୟୁଭୋଗ କରି ପାରିବେନାହିଁ” କିମ୍ବା “ସେମାନେ ମୃତ୍ୟୁଭୋଗ କରିବେ ନାହିଁ” (ଦେଖ: [[rc://*/ta/man/translate/figs-personification]])