or_tn/rev/09/06.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# people will seek death, but will not find it
ଗୁଣବାଚକ ବିଶେଷ୍ୟ “ମୃତ୍ୟୁ”କୁ ହଟାଇବା ନିମନ୍ତେ ଏହାକୁ ପୁଣି ଥରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ମୃତ୍ୟୁଭୋଗ କରିବାକୁ ରାସ୍ତା ଖୋଜିବେ, କିନ୍ତୁ ପାଇବେ ନାହିଁ” କିମ୍ବା “ଲୋକମାନେ ଆପଣା ଆପଣାକୁ ବଧ କରିବାକୁ ଚେଷ୍ଟା କରିବେ, କିନ୍ତୁ ମୃତ୍ୟୁଭୋଗ କରିବାକୁ ରାସ୍ତା ପାଇବେ ନାହିଁ” (ଦେଖ: [[rc://*/ta/man/translate/figs-abstractnouns]])
# will greatly desire to die
ମୃତ୍ୟୁଭୋଗ କରିବାକୁ ଅଧିକ ଚାହିଁବେ କିମ୍ବା “ସେମାନେ ମୃତ୍ୟୁ କାମନା କରିବେ”
# death will flee from them
ଯୋହନ ମୃତ୍ୟୁ ବିଷୟରେ କହନ୍ତି ଯେପରି ଜଣେ ବ୍ୟକ୍ତି ବା ମନୁଷ୍ୟ ଯାହା ଦୌଡି ପଳାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ମୃତ୍ୟୁଭୋଗ କରି ପାରିବେନାହିଁ” କିମ୍ବା “ସେମାନେ ମୃତ୍ୟୁଭୋଗ କରିବେ ନାହିଁ” (ଦେଖ: [[rc://*/ta/man/translate/figs-personification]])