12 lines
1.6 KiB
Markdown
12 lines
1.6 KiB
Markdown
# They had tails
|
||
|
||
“ସେମାନେ” ଶବ୍ଦ ପଙ୍ଗପାଳମାନଙ୍କୁ ବୁଝାଏ I
|
||
|
||
# with stingers like scorpions
|
||
|
||
ବିଚ୍ଛା ଏକ ଛୋଟ କୀଟ ଅଟେ, ଯାହାର ଲମ୍ବା ଲାଞ୍ଜର ଶେଷ ଭାଗରେ ବିଷାକ୍ତ ନାହୁଡ଼ଟିଏ ଥାଏ I ଏହାର ନାହୁଡ଼ ତୀବ୍ର ଯନ୍ତ୍ରଣା ଦେଇଥାଏ, ଏପରିକି ମୃତ୍ୟୁ ମଧ୍ୟ ଘଟାଇ ପାରେ I ଦେଖ, ତୁମେ ଏଭଳି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ ୯:୬](../09/06.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ବିଚ୍ଛାମାନଙ୍କ ନାହୁଡ଼ ସଦୃଶ ନାହୁଡ଼ ସହିତ” କିମ୍ବା “ବିଚ୍ଛାର ନାହୁଡ଼ କରିବା ସଦୃଶ, ସେହି ନାହୁଡ଼ ଭୟଙ୍କର ଯନ୍ତ୍ରଣା ଦେବ” (See: [[rc://*/ta/man/translate/figs-simile]])
|
||
|
||
# in their tails they had power to harm people for five months
|
||
|
||
ସମ୍ଭାବିତ ଅର୍ଥଗୁଡିକ ୧) ପାଞ୍ଚ ମାସ ଧରି ମନୁଷ୍ୟ ମାନଙ୍କୁ ଯନ୍ତ୍ରଣା ଦେବାକୁ ସେମାନଙ୍କର ଶକ୍ତି ଥିଲା କିମ୍ବା ୨) ସେମାନେ ଲୋକମାନଙ୍କୁ ନାହୁଡ଼ରେ ମାରିବେ ଓ ଲୋକେ ପାଞ୍ଚ ମାସ ଧରି ଯନ୍ତ୍ରଣା ଭୋଗ କରିବେ I
|