or_tn/rev/09/05.md

1.4 KiB

They were not given permission

ସେଗୁଡିକ ପଙ୍ଗପାଳମାନଙ୍କୁ ବୁଝାଏ I (ପ୍ରକାଶିତ ବାକ୍ୟ ୯:୩)

those people

ଯେଉଁଲୋକମାନଙ୍କୁ ପଙ୍ଗପାଳମାନେ ନାହୁଡ଼ରେ ମାରୁଥିଲେ

but only to torture them

ଏଠାରେ “ଅନୁମତି ଦିଆଗଲା” ଶବ୍ଦଗୁଡିକ ବୁଝି ହେଉଛି I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ କେବଳ ଯନ୍ତ୍ରଣା ଦେବା ନିମନ୍ତେ ଅନୁମତି ଦିଆଗଲା” (ଦେଖ: rc://*/ta/man/translate/figs-ellipsis)

to torture them for five months

ପଙ୍ଗପାଳମାନେ ଏହା ପାଞ୍ଚ ମାସ ଧରି କରିବାକୁ ଅନୁମତି ପାଇଥିଲେ I

to torture them

ସେମାନଙ୍କୁ ଭଯଙ୍କର ଯନ୍ତ୍ରଣ ଦେବାକୁ

the sting of a scorpion

ବିଚ୍ଛା ଏକ ଛୋଟ କୀଟ, ଯାହାର ଲମ୍ବା ଲାଞ୍ଜର ଶେଷ ଭାଗରେ ବିଷାକ୍ତ ନାହୁଡ଼ଟିଏ ଥାଏ I ଏହାର ନାହୁଡ଼ ତୀବ୍ର ଯନ୍ତ୍ରଣା ଦେଇଥାଏ, ଏପରିକି ମୃତ୍ୟୁ ମଧ୍ୟ ଘଟାଇ ପାରେ I